or_tn/2co/04/18.md

822 B

things that are seen ... things that are unseen

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ ଦେଖିପାରୁ ...ଯାହା ଆମ୍ଭେମାନେ ଦେଖିପାରୁ ନାହୁଁ” (ଦେଖ: rc://*/ta/man/translate/figs-activepassive)

but for things that are unseen

ଏହି ବାକ୍ୟାଂଶ ପାଇଁ ତୁମେ କ୍ରିୟା ଦେଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଆମ୍ଭେମାନେ ଅଦୃଶ୍ୟ ବିଷୟ ପ୍ରତି ଦୃଷ୍ଟି ରଖି ଅପେକ୍ଷା କରୁଅଛୁ” (ଦେଖ: rc://*/ta/man/translate/figs-ellipsis)