or_tn/2co/04/14.md

596 B

that the one who raised the Lord Jesus will

ଏଠାରେ ଉଠାଇବା ଗୋଟିଏ ରୂଢ଼ି ଯାହା ଜଣେ ମୃତ ଲୋକ ପୁନର୍ବାର ଜୀବିତ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ପ୍ରଭୁ ଯୀଶୁଙ୍କୁ ଉଠାଇଲେ ... ଉଠାଇବେ” କିମ୍ବା “ଈଶ୍ବର, ଯେ କି ପ୍ରଭୁଯୀଶୁଙ୍କୁ ମୃତ୍ୟୁରୁ ଉଠାଇଲେ, ... ଉଠାଇବେ” (ଦେଖ: rc://*/ta/man/translate/figs-idiom)