or_tn/2co/04/13.md

714 B

the same spirit of faith

ବିଶ୍ବାସର ସେହି ଏକା ଆଚରଣ I ଏଠାରେ “ଆତ୍ମା” ଶବ୍ଦଟି ଜଣେ ଲୋକର ଆଚରଣ ଓ ସ୍ବଭାବକୁ ବୁଝାଏ I

according to that which was written

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ବାକ୍ୟସବୁ ଲେଖିଥିବା ଲୋକ ଭାବରେ” (ଦେଖ: rc://*/ta/man/translate/figs-activepassive)

I believed, and so I spoke

ଏହା ଗୀତସଂହିତାରୁ ନିଆଯାଇଥିବା ଗୋଟିଏ ଉଦ୍ଧୃତି