or_tn/2co/04/07.md

1.2 KiB

But we have

ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଓ ତାହାଙ୍କ ସହକର୍ମୀମାନଙ୍କୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

we have this treasure in jars of clay

ପାଉଲ ସୁସମାଚାର ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ଧନ ଓ ସେମାନଙ୍କର ଶରୀର ସତେ ଯେପରି ମୃତ୍ତିକାରୁ ନିର୍ମିତ ଭଙ୍ଗୁର ପାତ୍ର I ଏହା ଗୁରୁତ୍ବ ଦିଏ ଯେ ସେମାନେ ପ୍ରଚାର କରୁଥିବା ସୁସମାଚାରର ମୂଲ୍ୟ ସହିତ ତୁଳନା କଲେ, ସେମାନେ କମ୍ ମୂଲ୍ୟ ବିଶିଷ୍ଟ I (ଦେଖ: rc://*/ta/man/translate/figs-metaphor)

so that it is clear

ସେଥିପାଇଁ ଏହା ଲୋକମାନଙ୍କ ପାଇଁ ସ୍ପଷ୍ଟ କିମ୍ବା “ସେଥିପାଇଁ ଲୋକମାନେ ସ୍ପଷ୍ଟ ଭାବରେ ଜାଣନ୍ତି”