or_tn/2co/04/06.md

20 lines
2.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Light will shine out of darkness
ଏହି ବାକ୍ୟ ସହିତ ପାଉଲ ଈଶ୍ବର ଆଲୋକ ସୃଷ୍ଟି କରିଥିବା ବିଷୟ ଉଲ୍ଲେଖ କରୁଛନ୍ତି, ଯେପରି ଆଦିପୁସ୍ତକରେ ବର୍ଣ୍ଣନା କରାଯାଇଛି I
# He has shone ... to give the light of the knowledge of the glory of God
ଏଠାରେ “ଆଲୋକ” ବୁଝିବାର ସାମର୍ଥ୍ୟକୁ ବୁଝାଏ I ଈଶ୍ବର ଯେ ପ୍ରକାରେ ଆଲୋକ ସୃଷ୍ଟି କଲେ, ସେ ବିଶ୍ବାସୀମାନଙ୍କ ପାଇଁ ଜ୍ଞାନ ମଧ୍ୟ ସୃଷ୍ଟି କରନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଗୌରବ ବୁଝିବା ନିମନ୍ତେ ସମର୍ଥ କରିବାକୁ ...ସେ ଆଲୋକ ପ୍ରକାଶ କରିଅଛନ୍ତି” (ଦେଖ: [[rc://*/ta/man/translate/figs-metaphor]])
# in our hearts
ଏଠାରେ “ହୃଦୟ” ଶବ୍ଦଟି ମନ ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ମନ ମଧ୍ୟରେ” (ଦେଖ: [[rc://*/ta/man/translate/figs-metonymy]])
# the light of the knowledge of the glory of God
ଆଲୋକ, ଯାହା ଈଶ୍ବରଙ୍କ ଗୌରବର ଜ୍ଞାନ ଅଟେ
# the glory of God in the presence of Jesus Christ
ଯୀଶୁଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବ I ଯେପରି ମୋଶାଙ୍କ ମୁଖରେ ଈଶ୍ବରଙ୍କ ଗୌରବ ପ୍ରକାଶିତ ହୋଇଥିଲା ([ କରିନ୍ଥୀୟ ୩:୭](../03/07.md)), ଏହା ମଧ୍ୟ ଯୀଶୁଙ୍କ ମୁଖରେ ପ୍ରକାଶିତ ହୁଏ I ଏହାର ଅର୍ଥ ଏହି ଯେ ଯେତେବେଳେ ପାଉଲ ସୁସମାଚାର ପ୍ରଚାର କରନ୍ତି, ଲୋକମାନେ ଈଶ୍ବରଙ୍କ ଗୌରବ ବିଷୟକ ସମ୍ବାଦ ଦେଖିବାକୁ ଓ ବୁଝିବାକୁ ସମର୍ଥ ହେଉଛନ୍ତି I (ଦେଖ: [[rc://*/ta/man/translate/figs-metaphor]])