or_tn/2co/03/18.md

20 lines
2.1 KiB
Markdown

# Now all of us
ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ କରିନ୍ଥୀୟମାନଙ୍କୁ ଅନ୍ତର୍ଭୁକ୍ତକରି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
# with unveiled faces, see the glory of the Lord
ଇଶ୍ରାୟେଲୀୟମାନେ ମୋଶାଙ୍କ ମୁଖରେ ପ୍ରକାଶିତ ଗୌରବକୁ ଦେଖିପାରିଲେ ନାହିଁ, କାରଣ ସେ ଗୋଟିଏ ଆବରଣ ନେଇ ତାହା ଆଚ୍ଛାଦନ କରିଥିଲେ, କିନ୍ତୁ ତା’ରି ବିପରୀତରେ ଈଶ୍ବରଙ୍କ ଗୌରବକୁ ଦେଖିବା ଓ ବୁଝିବାପାଇଁ ବିଶ୍ବାସୀମାନଙ୍କୁ ବାଧା ଦେବାପାଇଁ କୌଣସି ବିଷୟ ନାହିଁ I (ଦେଖ: [[rc://*/ta/man/translate/figs-metaphor]])
# We are being transformed into the same glorious likeness
ଆତ୍ମା ବିଶ୍ବାସୀମାନଙ୍କୁ ତାହାଙ୍କ ସଦୃଶ ଗୌରବଯୁକ୍ତ ହେବାପାଇଁ ପରିବର୍ତ୍ତନ କରୁଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଆମ୍ଭମାନଙ୍କୁ ତାହାଙ୍କ ଗୌରବଯୁକ୍ତ ସାଦୃଶରେ ପରିବର୍ତ୍ତନ କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# from one degree of glory into another
ଗୋଟିଏ ପରିମାଣର ଗୌରବରୁ ଆଉ ଗୋଟିଏ ପରିମାଣର ଗୌରବକୁ I ଏହାର ଅର୍ଥ ଏହି ଯେ ଆତ୍ମା ବିଶ୍ବାସୀମାନଙ୍କର ଗୌରବକୁ ନିରନ୍ତର ଭାବରେ ବୃଦ୍ଧି ସାଧନ କରୁଛନ୍ତି I
# just as from the Lord
ଠିକ୍ ଯେପରି ଏହା ପ୍ରଭୁଙ୍କଠାରୁ ଆସିଥାଏ