or_tn/2co/03/16.md

8 lines
1.2 KiB
Markdown

# when a person turns to the Lord
ଏଠାରେ “ଫେରିଲେ” ଶବ୍ଦ ଗୋଟିଏ ରୂପକ, ଯାହାର ଅର୍ଥ ଜଣକ ପ୍ରତି ଅନୁଗତ ରହିବା I ବିକଳ୍ପ ଅନୁବାଦ: “ଯେତେବେଳେ ଜଣେ ଲୋକ ପ୍ରଭୁଙ୍କ ଉପାସନା କରିବାକୁ ଆରମ୍ଭ କରେ” କିମ୍ବା “ଯେତେବେଳେ ଜଣେ ଲୋକ ପ୍ରଭୁଙ୍କଠାରେ ଭରସା ରଖିବାକୁ ଆରମ୍ଭ କରେ” (ଦେଖ: [[rc://*/ta/man/translate/figs-metaphor]])
# the veil is taken away
ଈଶ୍ବର ସେମାନଙ୍କୁ ବୁଝିବାପାଇଁ ସାମର୍ଥ୍ୟ ଦିଅନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆବରଣଟିକୁ ଅପସାରଣ କରନ୍ତି” କିମ୍ବା “ଈଶ୍ବର ସେମାନଙ୍କୁ ବୁଝିବାପାଇଁ ସାମର୍ଥ୍ୟ ଦିଅନ୍ତି” (ଦେଖ: [[rc://*/ta/man/translate/figs-activepassive]])