or_tn/2co/03/06.md

1.6 KiB

a covenant not of the letter

ଏଠାରେ “ଅକ୍ଷର” ର ଅର୍ଥ ବର୍ଣ୍ଣମାଳାର ଅକ୍ଷର ଓ ଲୋକେ ଲେଖୁଥିବା ଶବ୍ଦଗୁଡିକୁ ବୁଝାଏ I ଏହି ବାକ୍ୟାଂଶ ପରୋକ୍ଷଭାବରେ ପୁରାତନ ନିୟମର ବ୍ୟବସ୍ଥାକୁ ଇଂଗିତ କରେ I ବିକଳ୍ପ ଅନୁବାଦ: “ମନୁଷ୍ୟ ଲେଖିଥିବା ଆଜ୍ଞାଗୁଡିକ ଉପରେ ଆଧାରିତ ଏକ ନିୟମ ନୁହେଁ” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-explicit]])

but of the Spirit

ପବିତ୍ର ଆତ୍ମା ହିଁ ଲୋକମାନଙ୍କ ସହିତ ଈଶ୍ବରଙ୍କ ନିୟମକୁ ସ୍ଥାପନ କରନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ଆତ୍ମାଙ୍କ କାର୍ଯ୍ୟ ଉପରେ ଆଧାରିତ ଏକ ନିୟମ” (ଦେଖ: rc://*/ta/man/translate/figs-ellipsis)

the letter kills

ପାଉଲ ପୁରାତନ ନିୟମକୁ ଜଣେ ବଧ କରୁଥିବା ଲୋକ ସଦୃଶ ବୋଲି କହନ୍ତି I ସେହି ବ୍ୟବସ୍ଥା ପାଳନ କରିବା ଆତ୍ମିକ ମୃତ୍ୟୁ ଆଡକୁ କଢାଇ ନେଇଥାଏ I ବିକଳ୍ପ ଅନୁବାଦ: “ଲିଖିତ ବ୍ୟବସ୍ଥା ମୃତ୍ୟୁ ଆଡକୁ କଢାଇ ନେଇଥାଏ” (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-explicit]])