or_tn/2co/03/04.md

448 B

this is the confidence

ପାଉଲ ଏବେ ଯାହା କହିଲେ, ଏହା ସେ ବିଷୟକୁ ବୁଝାଉଛି I ଈଶ୍ବରଙ୍କ ସମ୍ମୁଖରେ କରିନ୍ଥୀୟମାନେ ତାହାଙ୍କ ସେବାକାର୍ଯ୍ୟର ପ୍ରମାଣ ସ୍ବରୂପ ବୋଲି ଜାଣିବା ବିଷୟରୁ ତାହାଙ୍କର ଦୃଢ଼ବିଶ୍ବାସ ଆସୁଛି I