or_tn/2co/02/intro.md

1.7 KiB
Raw Permalink Blame History

କରିନ୍ଥୀୟ ୦୨ସାଧାରଣ ସୂଚନା

ବିଶେଷ ଧାରଣା

କଠୋର ଲେଖା

ଏହି ଅଧ୍ୟାୟରେ ପାଉଲ ପୂର୍ବରୁ ଲେଖିଥିବା ଏକ ପତ୍ରର ଉଲ୍ଲେଖ କରୁଛନ୍ତି I ସେହି ପତ୍ର ଏକ କଠୋର ଓ ସଂଶୋଧନ ସମ୍ବନ୍ଧୀୟ ବିଷୟରେ ପୂର୍ଣ୍ଣ ଥିଲା I ପାଉଲ ତାହା ସମ୍ଭବତଃ ପ୍ରଥମ କରିନ୍ଥୀୟ ଭାବେ ଜଣାଶୁଣା ପତ୍ର ପରେ ଓ ଏହି ପତ୍ର ଲେଖିବା ପୂର୍ବରୁ ଲେଖିଥିଲେ I ସେ ସୂଚାଉଛନ୍ତି ଯେ ମଣ୍ଡଳୀ ଜଣେ ଭ୍ରାନ୍ତି ପଥରେ ଯାଉଥିବା ସଭ୍ୟଙ୍କୁ ଅନୁଯୋଗ କରିବା ଆବଶ୍ୟକ I ପାଉଲ ବର୍ତ୍ତମାନ ସେମାନଙ୍କୁ ସେହି ଲୋକ ପ୍ରତି ଦୟାଳୁ ହେବାପାଇଁ ଉତ୍ସାହିତ କରୁଛନ୍ତି I (ଦେଖ: [[rc:///tw/dict/bible/kt/grace]] ଓ [[rc:///ta/man/translate/figs-explicit]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ସୁଗନ୍ଧ

ଏକ ସୁଗନ୍ଧ ହେଉଛି ଏକ ମନମୋହକ ବାସନା I ଶାସ୍ତ୍ର ପ୍ରାୟତଃ ବର୍ଣ୍ଣନା କରିଥାଏ ଯେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟଗୁଡିକ ଏକ ମନମୋହକ ସୁଗନ୍ଧ ସ୍ବରୂପ ଅଟେ I