or_tn/2co/02/15.md

1.0 KiB
Raw Permalink Blame History

we are to God the sweet aroma of Christ

ପାଉଲ ଆପଣାର ସେବାକାର୍ଯ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ହୋମବଳି ଯାହା ଜଣେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥାଏ I (ଦେଖ: rc://*/ta/man/translate/figs-metaphor)

the sweet aroma of Christ

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଖ୍ରୀଷ୍ଟଙ୍କର ଜ୍ଞାନ ସ୍ବରୂପ ସୁଗନ୍ଧ” କିମ୍ବା ) ଖ୍ରୀଷ୍ଟ ପ୍ରଦାନ କରୁଥିବା ସୁଗନ୍ଧ I”

those who are saved

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ପରିତ୍ରାଣ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)