or_tn/2co/02/10.md

698 B
Raw Permalink Blame History

it is forgiven for your sake

ଏହାକୁ କର୍ତ୍ତୃବାଚ୍ୟରଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭ ସକାଶେ ମୁଁ ଏହା କ୍ଷମା କରିଅଛି” (ଦେଖ: rc://*/ta/man/translate/figs-activepassive)

forgiven for your sake

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତୁମ୍ଭମାନଙ୍କ ପ୍ରତି ମୋହର ପ୍ରେମ ହେତୁ କ୍ଷମା କରିଅଛି” କିମ୍ବା ) “ତୁମ୍ଭମାନଙ୍କର ଉପକାର ପାଇଁ କ୍ଷମା କରିଅଛି I”