or_tn/2co/02/08.md

734 B

Connecting Statement:

ସେମାନେ ଶାସ୍ତି ଦେଇଥିବା ଲୋକଟିକୁ ପ୍ରେମ ଦେଖାଇ କ୍ଷମା କରିବାକୁ ପାଉଲ କରିନ୍ଥର ମଣ୍ଡଳୀକୁ ଉତ୍ସାହ ଦେଉଛନ୍ତି I ସେ ଲେଖୁଛନ୍ତି ଯେ ସେ ମଧ୍ୟ ତା’ଙ୍କୁ କ୍ଷମା କରିଛନ୍ତି I

publicly affirm your love for him

ଏହାର୍ ଅର୍ଥ ସମସ୍ତ ବିଶ୍ବାସୀମାନଙ୍କ ସାକ୍ଷାତରେ ସେମାନେ ସେହି ଲୋକ ପ୍ରତି ସେମାନଙ୍କର ପ୍ରେମକୁ ସାବ୍ୟସ୍ତ କରିବା ଆବଶ୍ୟକ I