or_tn/2co/02/07.md

4 lines
544 B
Markdown

# he is not overwhelmed by too much sorrow
ଏହାର ଅର୍ଥ ଅତ୍ୟଧିକ ଦୁଃଖର ଏକ ଘୋର ଭାବପ୍ରବଣତାର ପ୍ରତିକ୍ରିୟା ଅନୁଭବ କରିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତ୍ୟଧିକ ଦୁଃଖ ତାହାଙ୍କୁ ଅଭିଭୂତ କରେ ନାହିଁ” (ଦେଖ: [[rc://*/ta/man/translate/figs-activepassive]])