or_tn/2co/02/04.md

539 B

from great affliction

ଏଠାରେ “କ୍ଲେଶ” ଶବ୍ଦଟି ଭାବପ୍ରବଣଜନିତ ଦୁଃଖକୁ ବୁଝାଏ I

with anguish of heart

ଏଠାରେ “ହୃଦୟ” ଶବ୍ଦଟି ଭାବପ୍ରବଣତାର ରହିବା ସ୍ଥାନକୁ ବୁଝାଏ I ବିକଳ୍ପ ଅନୁବାଦ: “ଅତିଶୟ ଦୁଃଖର ସହ” (ଦେଖ: rc://*/ta/man/translate/figs-metonymy)

with many tears

ଅତ୍ୟଧିକ କ୍ରନ୍ଦନର ସହ