or_tn/2co/02/03.md

1.5 KiB

I wrote as I did

ଏହା ପାଉଲ ଲେଖିଥିବା ଅନ୍ୟ ଏକ ପତ୍ରକୁ ବୁଝାଏ, ଯାହା ପାଉଲ କରିନ୍ଥୀୟ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ, ମାତ୍ର ତାହା ଆଉ ନ ଥିଲା I ବିକଳ୍ପ ଅନୁବାଦ: “ଯେ ପ୍ରକାରେ ମୁଁ ପୂର୍ବ ପତ୍ରରେ ଲେଖିଥିଲି, ସେ ପ୍ରକାରେ ଲେଖିଲି” (ଦେଖ: rc://*/ta/man/translate/figs-explicit)

I might not be hurt by those who should have made me rejoice

ପାଉଲ କେତେକ ନିର୍ଦ୍ଦିଷ୍ଟ କରିନ୍ଥୀୟ ବିଶ୍ବାସୀମାନଙ୍କ ବ୍ୟବହାର ବିଷୟରେ କହୁଛନ୍ତି, ଯେଉଁମାନେ ତାହାଙ୍କୁ ଭାବପ୍ରବଣଜନିତ ଦୁଃଖ ଦେଇଥିଲେ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ମୋହର ଆନନ୍ଦ ଜନ୍ମାଇବା ଉଚିତ ଥିଲା, ସେମାନେ ମୋତେ ଆଘାତ ଦେଇ ନ ଥାନ୍ତେ” (ଦେଖ: rc://*/ta/man/translate/figs-activepassive)

my joy is the same joy you all have

ଯାହା ମୋତେ ଆନନ୍ଦ ଦିଏ, ତାହା ତୁମ୍ଭମାନଙ୍କୁ ମଧ୍ୟ ଆନନ୍ଦ ଦିଏ