or_tn/2co/01/22.md

12 lines
1.6 KiB
Markdown

# he set his seal on us
ଆମ୍ଭମାନେ ତାହାଙ୍କର ଲୋକ ବୋଲି ଈଶ୍ବର ପ୍ରମାଣ କରୁଛନ୍ତି, ଏ ବିଷୟକୁ ପାଉଲ ଏପରି କହୁଛନ୍ତି ଯେ ସତେ ଯେପରି ଈଶ୍ବର ଆମ୍ଭେମାନେ ତାହାଙ୍କର ବୋଲି ଆମ୍ଭମାନଙ୍କ ଉପରେ ଗୋଟିଏ ଚିହ୍ନ ସ୍ଥାପନ କରିଛନ୍ତି I ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ଉପରେ ମାଲିକାନାର ଏକ ଚିହ୍ନ ସ୍ଥାପନ କରିଛନ୍ତି” କିମ୍ବା “ସେ ପ୍ରମାଣ କରିଛନ୍ତି ଯେ ଆମ୍ଭେମାନେ ତାହାଙ୍କର ଅଟୁ” (ଦେଖ: [[rc://*/ta/man/translate/figs-metaphor]])
# gave us the Spirit in our hearts
ଏଠାରେ “ହୃଦୟ” ଜଣେ ଲୋକର ଅନ୍ତରତମ ଅଂଶକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଅନ୍ତର ମଧ୍ୟରେ ବାସକରିବା ନିମନ୍ତେ ଆମ୍ଭମାନଙ୍କୁ ଆତ୍ମା ପ୍ରଦାନ କରିଛନ୍ତି” (ଦେଖ: [[rc://*/ta/man/translate/figs-metonymy]])
# the Spirit ... as a guarantee
ଆତ୍ମାଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେ ଅନନ୍ତ ଜୀବନ ନିମନ୍ତେ ଏକ ଆଂଶିକ ଅଗ୍ରୀମ ଅର୍ଥ I (ଦେଖ: [[rc://*/ta/man/translate/figs-metaphor]])