or_tn/2co/01/17.md

2.3 KiB

was I hesitating?

କରିନ୍ଥୀୟମାନଙ୍କୁ ପରିଦର୍ଶନ କରିବା ବିଷୟରେ ସେ ନିଶ୍ଚିତ ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ଏହି ପ୍ରଶ୍ନ ପ୍ରତି ଅଶା କରାଯାଉଥିବା ଉତ୍ତର ହେଉଛି ‘ନା’ I ବିକଳ୍ପ ଅନୁବାଦ: “ମୁଁ ଦ୍ବିଧା ବୋଧ କରୁନାହିଁ” କିମ୍ବା “ମୁଁ ଆପଣା ନିଷ୍ପତ୍ତିରେ ଦୃଢ଼ବିଶ୍ବାସୀ I” (ଦେଖ: rc://*/ta/man/translate/figs-rquestion)

Do I plan things according to human standards ... at the same time?

କରିନ୍ଥୀୟମାନଙ୍କୁ ପରିଦର୍ଶନ କରିବାପାଇଁ ତାହାଙ୍କର ଯୋଜନା ଆନ୍ତରିକ ବୋଲି ଗୁରୁତ୍ବଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ମନୁଷ୍ୟର ଜ୍ଞାନ ଅନୁସାରେ ମୁଁ ଆପଣାର ଯୋଜନା କରୁନାହିଁ ...ସେହି ସମୟରେ” (ଦେଖ: rc://*/ta/man/translate/figs-rquestion)

Do I plan things ... so that I say ""Yes, yes"" and ""No, no"" at the same time?

ଏହାର ଅର୍ଥ ଯେ ପାଉଲ ଉଭୟ ବିଷୟ କହି ନ ଥିଲେ ଯେ ସେ ସେହି ଏକା ସମୟରେ ପରିଦର୍ଶନ କରିବେ ଓ ପରିଦର୍ଶନ କରିବେ ନାହିଁ I “ହଁ” ଓ “ନା” ଶବ୍ଦଗୁଡିକ ଗୁରୁତ୍ବ ଦେବପାଇଁ ପୁନରାବୃତ୍ତି କରାଯାଇଛି I ବିକଳ୍ପ ଅନୁବାଦ: “ମୁଁ ଯୋଜନା କରୁନାହିଁ ...ଯେପରି ମୁଁ ‘ହଁ ବୋଲି କହିବି, ମୁଁ ନିଶ୍ଚୟ ପରିଦର୍ଶନ କରିବି’ ଓ ‘ନା, ସେହି ଏକା ସମୟରେ’ ମୁଁ ନିଶ୍ଚିତଭାବରେ ପରିଦର୍ଶନ କରିବି ନାହିଁ!” (ଦେଖ : [[rc:///ta/man/translate/figs-explicit]] ଓ [[rc:///ta/man/translate/figs-doublet]])