or_tn/2co/01/05.md

1.3 KiB
Raw Permalink Blame History

For just as the sufferings of Christ abound for our sake

ପାଉଲ ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ଏପରି କୁହନ୍ତି ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ସଂଖ୍ୟାରେ ବୃଦ୍ଧି ପାଇବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କ ସକାଶେ ଦୁଃଖଭୋଗ କଲେ” (ଦେଖ: rc://*/ta/man/translate/figs-metaphor)

the sufferings of Christ

ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) ଯେ ଏହା ପାଉଲ ଓ ତୀମଥିଙ୍କର ଦୁଃଖଭୋଗକୁ ବୁଝାଏ, କାରଣ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ସମ୍ବାଦ ପ୍ରଚାର କରୁଥିଲେ କିମ୍ବା ) ଯେ ଏହା ସେମାନଙ୍କ ସପକ୍ଷରେ ଖ୍ରୀଷ୍ଟ ଦୁଃଖଭୋଗ କରିଥିବା ବିଷୟକୁ ବୁଝାଏ I

our comfort abounds

ପାଉଲ ସାନ୍ତ୍ବନା ବିଷୟରେ ଏପରି କୁହନ୍ତି ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଆକାରରେ ବୃଦ୍ଧି ପାଇବ I