or_tn/2co/01/01.md

1.9 KiB

General Information:

ପାଉଲ କରିନ୍ଥୀୟ ମଣ୍ଡଳୀକୁ ନମସ୍କାର ଜଣାଇଲା ପରେ, ସେ ଯୀଶୁଙ୍କ ଦେଇ ଦୁଃଖଭୋଗ ଓ ସାନ୍ତ୍ବନା ବିଷୟରେ ଲେଖୁଛନ୍ତି I ତୀମଥି ମଧ୍ୟ ତାହାଙ୍କ ସାଙ୍ଗରେ ଅଛନ୍ତି I ଏହି ପତ୍ର ସାରା ଉଲ୍ଲେଖିତ “ତୁମ୍ଭେମାନେ” ଶବ୍ଦ କରିନ୍ଥୀୟ ମଣ୍ଡଳୀର ଲୋକମାନଙ୍କୁ ଓ ସେହି ଅଞ୍ଚଳରେ ଥିବା ଅବଶିଷ୍ଟ ଖ୍ରୀଷ୍ଟିୟାନ ମାନଙ୍କୁ ବୁଝାଏ I ପାଉଲ କହୁଥିବା କଥାକୁ ସମ୍ଭବତଃ ତୀମଥି ଚର୍ମ ପଟୁକାରେ ଲେଖୁଛନ୍ତି I

Paul ... to the church of God that is in Corinth

ତୁମ ଭାଷାରେ ହୁଏତ ପତ୍ରରେ ଲେଖକଙ୍କ ଓ ଏହାର ପ୍ରାପକଙ୍କ ପରିଚୟ କରାଇବାର ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ, ପାଉଲ ...କରିନ୍ଥରେ ଥିବା ଈଶ୍ବରଙ୍କ ମଣ୍ଡଳୀ ନିକଟକୁ ଏହି ପତ୍ର ଲେଖିଲି”

Timothy our brother

ଏହା ସୂଚାଇଦିଏ ଯେ ଉଭୟ ପାଉଲ ଓ କରିନ୍ଥୀୟମାନେ ତୀମଥିଙ୍କୁ ଜାଣିଥିଲେ ଓ ତାହାଙ୍କୁ ସେମାନଙ୍କର ଆତ୍ମିକ ନେତା ଭାବରେ ବିବେଚନା କରୁଥିଲେ I

Achaia

ଏହା ଆଜିର ଆଧୁନିକ ଗ୍ରୀସ୍ ର ଦକ୍ଷିଣ ଭାଗରେ ଥିବା ଗୋଟିଏ ରୋମୀୟ ପ୍ରଦେଶର ନାମ ଥିଲା I