or_tn/1ti/06/intro.md

802 B

୧ ତୀମଥି ୦୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଦାସତ୍ବ

ଦାସତ୍ବ ଭଲ କି ମନ୍ଦ, ତାହା ପାଉଲ ଏହି ଅଧ୍ୟାୟରେ ଲେଖୁନାହାନ୍ତି I ପାଉଲ ସମ୍ମାନ ଦେବା, ସମାଦର କରିବା ଓ ଯତ୍ନର ସହିତ କର୍ତ୍ତାମାନଙ୍କ ସେବା କରିବା ବିଷୟରେ ଶିକ୍ଷା ଦେଉଛନ୍ତି I ପାଉଲ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହୋଇ ପ୍ରତ୍ୟେକ ଅବସ୍ଥାରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା ଦେଉଛନ୍ତି I