or_tn/1ti/06/21.md

953 B

they have missed the faith

ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଲକ୍ଷ୍ୟ ସ୍ଥଳ, ଯେଉଁଠିକି ଲକ୍ଷ୍ୟ କରିବାକୁ ହେବ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ବିଶ୍ବାସକୁ ବୁଝିନାହାନ୍ତି ବା ବିଶ୍ବାସ କରିନାହାନ୍ତି” (ଦେଖ: rc://*/ta/man/translate/figs-metaphor)

May grace be with you

ଈଶ୍ବର ତୁମ୍ଭ ସମସ୍ତଙ୍କୁ ଅନୁଗ୍ରହ ଦିଅନ୍ତୁ I “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଅଟେ ଓ ସମଗ୍ର ଖ୍ରୀଷ୍ଟିୟ ସମ୍ପ୍ରଦାୟକୁ ବୁଝାଏ I (ଦେଖ: rc://*/ta/man/translate/figs-you)