or_tn/1ti/06/19.md

1.7 KiB

they will store up for themselves a good foundation for what is to come

ଏଠାରେ ପାଉଲ ଈଶ୍ବର ସେମାନଙ୍କୁ ସ୍ବର୍ଗରେ ଦେବାକୁ ଥିବା ଆଶୀର୍ବାଦ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଧନସମ୍ପତ୍ତି, ଯାହା ଜଣେ ଲୋକ ପରବର୍ତ୍ତୀ ବ୍ୟବହାର ପାଇଁ ସଞ୍ଚୟ କରୁଛି I ଆଉ, ଲୋକମାନେ ତାହା କଦାପି ହରାଇବେ ନାହିଁ ବୋଲି ଥିବା ଆଶୀର୍ବାଦର ନିଶ୍ଚୟତା ବିଷୟରେ କୁହାଯାଏ ଯେ ସତେ ଯେପରି ସେସବୁ ଗୋଟିଏ ଗୃହର ଭିତ୍ତିମୂଳ I ବିକଳ୍ପ ଅନୁବାଦ: “ଏହା ଏପରି ଯେ ସତେ ଯେପରି ସେମାନେ ଆପଣା ଆପଣାପାଇଁ ଅନେକ ବିଷୟ ସଞ୍ଚୟ କରୁଛନ୍ତି, ଯାହା ଈଶ୍ବର ସେମାନଙ୍କୁ ଦେବେ” (ଦେଖ: rc://*/ta/man/translate/figs-metaphor)

take hold of real life

ଏହା ୧ ତୀମଥି ୬:୧୨ରେ ଉଲ୍ଲେଖ ଥିବା କ୍ରୀଡା ସମ୍ବନ୍ଧୀୟ ରୂପକକୁ ସ୍ମରଣ କରାଇଦିଏ, ଯେଉଁଠାରେ ପୁରସ୍କାରକୁ ଜଣେ ବିଜେତା ପ୍ରକୃତରେ ଆପଣା ହସ୍ତରେ ଧରିପାରିବ I ଏଠାରେ “ପୁରସ୍କାର” ହେଉଛି “ପ୍ରକୃତ ଜୀବନ I” (ଦେଖ: rc://*/ta/man/translate/figs-metaphor)