or_tn/1ti/06/14.md

892 B
Raw Permalink Blame History

without spot or blame

“କଳଙ୍କ” ଶବ୍ଦଟି ନୈତିକ ଦୋଷପାଇଁ ଗୋଟିଏ ରୂପକ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ କିମ୍ବା ) ଅନ୍ୟ ଲୋକମାନେ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ I (ଦେଖ: rc://*/ta/man/translate/figs-metaphor)

until the appearance of our Lord Jesus Christ

ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ପୁନରାଗମନ ପର୍ଯ୍ୟନ୍ତ