16 lines
1.7 KiB
Markdown
16 lines
1.7 KiB
Markdown
# Connecting Statement:
|
|
|
|
ପାଉଲ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ କହୁଛନ୍ତି, ଧନୀମାନଙ୍କୁ ନିର୍ଦ୍ଦିଷ୍ଟ ଉପଦେଶ ଦେଉଛନ୍ତି ଓ ଶେଷରେ ତୀମଥିଙ୍କୁ ଗୋଟିଏ ବିଶେଷ କଥାକହି ସମାପ୍ତ କରୁଛନ୍ତି I
|
|
|
|
# I give these orders to you
|
|
|
|
ମୁଁ ତୁମ୍ଭକୁ ଏହି ଆଦେଶ ଦେଉଅଛି
|
|
|
|
# who gives life to all things
|
|
|
|
ଈଶ୍ବରଙ୍କ ସାକ୍ଷାତରେ, ଯେ କି ସମସ୍ତ ବିଷୟକୁ ଜୀବିତ କରାନ୍ତି I ଏହା ସୂଚିତ କରେ ଯେ ପାଉଲ ଈଶ୍ବରଙ୍କୁ ଆପଣାର ସାକ୍ଷୀ ହେବାକୁ ନିବେଦନ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର, ଯେ କି ସମସ୍ତ ବିଷୟକୁ ଜୀବିତ କରାନ୍ତି, ସେ ମୋହର ସାକ୍ଷୀ ଭାବରେ” (ଦେଖ: [[rc://*/ta/man/translate/figs-explicit]])
|
|
|
|
# before Christ Jesus, who made ... Pilate
|
|
|
|
ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ଯେ କି ପୀଲାତଙ୍କ ..କହିଥିଲେ I ଏହା ସୂଚିତ କରେ ଯେ ପାଉଲ ଖ୍ରୀଷ୍ଟଙ୍କୁ ଆପଣାର ସାକ୍ଷୀ ହେବାକୁ ନିବେଦନ କରୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ଯେ କି ପୀଲାତଙ୍କ ..କହିଥିଲେ, ମୋହର ସାକ୍ଷୀ ଭାବରେ” (ଦେଖ: [[rc://*/ta/man/translate/figs-explicit]])
|