or_tn/1ti/06/11.md

1.9 KiB
Raw Permalink Blame History

But you

ଏଠାରେ “ତୁମ୍ଭେ” ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

man of God

ଈଶ୍ବରଙ୍କ ସେବକ କିମ୍ବା “ଈଶ୍ବରଙ୍କ ଲୋକ”

flee from these things

ପାଉଲ ଏହି ପରୀକ୍ଷା ଓ ପାପସମୂହ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ଜିନିଷ, ଯେଉଁଥିରୁ ଜଣେ ଲୋକ ପଳାୟନ କରିପାରିବ I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣଭାବରେ ଏସବୁକୁ ଏଡ଼ାଅ” (ଦେଖ: rc://*/ta/man/translate/figs-metaphor)

these things

“ଏହି ସବୁ ବିଷୟ""ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଧନଲୋଭ” କିମ୍ବା ) ଅନ୍ୟ ଶିକ୍ଷା, ଗର୍ବ, ଯୁକ୍ତିତର୍କ ଓ ଧନଲୋଭ I

Pursue righteousness

ଅନୁଗାମୀ ହୁଅ କିମ୍ବା “ଧାବମାନ ହୁଅ I” ପାଉଲ ଧାର୍ମିକତା ଓ ଅନ୍ୟ ଉତ୍ତମ ଗୁଣସମୂହ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଏପରି ଜିନିଷ ଯାହା ପଛରେ ଜଣେ ଲୋକ ଧାଇଁପାରିବ I ଏହି ରୂପକ “ପଳାୟନ କରିବାର” ବିପରୀତ I ଏହାର ଅର୍ଥ ହେଉଛି ଯେ ଏସବୁ ଲାଭ କରିବା ନିମନ୍ତେ ଯଥା ସାଧ୍ୟ ଚେଷ୍ଟାକରିବା I ବିକଳ୍ପ ଅନୁବାଦ: “ଲାଭ କରିବାକୁ ଯତ୍ନ କର” କିମ୍ବା “ଯଥାସାଧ୍ୟ କର୍ମ କର” (ଦେଖ: rc://*/ta/man/translate/figs-metaphor)