or_tn/1ti/06/09.md

2.9 KiB

Now

ଏହି ଶବ୍ଦ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରେ I ଏଠାରେ ପାଉଲ ସେହି ପ୍ରସଙ୍ଗକୁ ଫେରିଆସୁଛନ୍ତି ଯହିଁରେ ଲୋକମାନେ ଭାବନ୍ତି ଯେ ଈଶ୍ବରପରାୟଣତା ସେମାନଙ୍କୁ ଧନୀ ହେବାକୁ ଦେବ (୧ ତୀମଥି ୬:୫) I

to become wealthy fall into temptation, into a trap

ଯେଉଁମାନେ ଅର୍ଥର ପ୍ରଲୋଭନକୁ ସେମାନଙ୍କୁ ପାପରେ ପକାଇବାକୁ ଦିଅନ୍ତି, ସେମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଗର୍ତ୍ତରେ ପଡିଯାଇଥିବା ପଶୁ, ଯାହାକୁ ଜଣେ ଶିକାରୀ ଫାନ୍ଦରେ ପକାଇଅଛି I ବିକଳ୍ପ ଅନୁବାଦ: “ଧନୀ ହେବା ଦ୍ବାରା ସେମାନେ ପ୍ରତିରୋଧ କରିବାକୁ ଯେତିକି ସକ୍ଷମ ତାହାଠାରୁ ଅଧିକ ପ୍ରଲୋଭନର ସମ୍ମୁଖୀନ ହେବେ, ଆଉ ସେମାନେ ଫାନ୍ଦରେ ପଡିଥିବା ପଶୁ ସଦୃଶ ହେବେ I” (ଦେଖ: rc://*/ta/man/translate/figs-metaphor)

They fall into many foolish and harmful passions

ଏହା ଫାନ୍ଦ ରୂପକ ବିଷୟ କହିବା ଜାରିରଖୁଛି I ଏହାର ଅର୍ଥ ହେଉଛି ଯେ ସେମାନଙ୍କ ମୁର୍ଖ ଓ କ୍ଷତିଜନକ ଅଭିଳାଷ ସେମାନଙ୍କୁ ପରାସ୍ତ କରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଗୋଟିଏ ପଶୁ ଶିକାରୀର ଫାନ୍ଦରେ ପଡ଼ିଯାଏ, ସେପରି ସେମାନେ ଅନେକ ମୁର୍ଖ ଓ କ୍ଷତିଜନକ ଅଭିଳାଷ ମଧ୍ୟରେ ପଡ଼ିବେ” (ଦେଖ: rc://*/ta/man/translate/figs-metaphor)

into whatever else makes people sink into ruin and destruction

ଯେଉଁମାନେ ପାପକୁ ସେମାନଙ୍କୁ ବିନାଶ କରିବାକୁ ଦିଅନ୍ତି, ସେମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ପାଣି ଭିତରେ ବୁଡିଯାଉଥିବା ଗୋଟିଏ ନୌକା I ବିକଳ୍ପ ଅନୁବାଦ: “ସେମାନେ ଏ ପ୍ରକାର ମନ୍ଦତାରେ ପଡନ୍ତି ଯେ ତାହା ସେମାନଙ୍କୁ ଧ୍ବଂଶ ଓ ବିନଷ୍ଟ କରିଦିଏ ସତେ ଯେପରି ସେମାନେ ପାଣି ଭିତରେ ବୁଡିଯାଇଥିବା ନୌକା ସଦୃଶ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)