or_tn/1ti/06/06.md

1.4 KiB

Now

ଏହା ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରୁଛି I ଏଠାରେ ପାଉଲ ଦୁଷ୍ଟଲୋକମାନେ ଈଶ୍ବରପରାୟଣତା ଦ୍ବାରା ଖୋଜୁଥିବା ଧନ (୧ ତୀମଥି ୬:୫) ଓ ପ୍ରକୃତ ଈଶ୍ବରପରାୟଣତା ଦ୍ବାରା ଲାଭକରୁଥିବା ସତ୍ୟ ଧନ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଅବଶ୍ୟ”

godliness with contentment is great gain

“ଈଶ୍ବରପରାୟଣତା” ଓ “ସନ୍ତୋଷଭାବ” ଶବ୍ଦଗୁଡିକ ଗୁଣବାଚକ ବିଶେଷ୍ୟ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକ ଈଶ୍ବରପରାୟଣ ହୋଇ କାର୍ଯ୍ୟ କରେ ଓ ସେମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୁଷ୍ଟ ରହେ, ସେହି ଲୋକର ବହୁତ ଲାଭ ହୁଏ” (ଦେଖ: rc://*/ta/man/translate/figs-abstractnouns)

is great gain

ବହୁତ ଲାଭଦାୟକ କିମ୍ବା “ଆମ୍ଭମାନଙ୍କ ପାଇଁ ଅନେକ ଉତ୍ତମ ବିଷୟ ସାଧନ କରେ”