or_tn/1ti/06/02.md

1.1 KiB
Raw Permalink Blame History

they are brothers

ଏଠାରେ “ଭାଇମାନେ”ର ଅର୍ଥ “ସହବିଶ୍ବାସୀମାନେ I”

For the masters who are helped by their work

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯେଉଁ କର୍ତ୍ତାମାନଙ୍କୁ ସେମାନଙ୍କ ଦାସମାନେ ସେମାନଙ୍କ କର୍ମ ଦ୍ବାରା ସାହାଯ୍ୟ କରନ୍ତି” (ଦେଖ: rc://*/ta/man/translate/figs-activepassive)

and are loved

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆଉ ଦାସମାନେ ସେମାନଙ୍କୁ ପ୍ରେମ କରିବା ଉଚିତ କିମ୍ବା ) “ଯେଉଁମାନଙ୍କୁ ଈଶ୍ବର ପ୍ରେମ କରନ୍ତି” (ଦେଖ: rc://*/ta/man/translate/figs-activepassive)