or_tn/1ti/05/intro.md

1020 B

୧ ତୀମଥି ୦୫ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସମ୍ଭ୍ରମ ଓ ସମ୍ମାନ

ପାଉଲ ନୂତନ ଶିଷ୍ୟମାନଙ୍କୁ ଉତ୍ସାହ ଦେଉଛନ୍ତି ଯେପରି ସେମାନେ ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ସମ୍ଭ୍ରମ ଓ ସମ୍ମାନ ଦେବେ I ବିଭିନ୍ନ ସଂସ୍କୃତି ବିଭିନ୍ନ ଭାବରେ ବୟସ୍କ ଲୋକମାନଙ୍କୁ ସମ୍ଭ୍ରମ ଓ ସମ୍ମାନ କରିଥାଏ I

ବିଧବା

ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳରେ, ବିଧବାମାନଙ୍କ ଯତ୍ନନେବା ଗୁରୁତ୍ବପୂର୍ଣ୍ଣ ଥିଲା, ଯେହେତୁ ସେମାନେ ନିଜେ ନିଜର ଆବଶ୍ୟକତା ପୁରଣ କରି ପାରୁ ନ ଥିଲେ I