or_tn/1ti/05/23.md

594 B

You should no longer drink water

ଏହା ସୂଚିତ କରେ ଯେ ପାଉଲଙ୍କ କହିବାର ଅର୍ଥ ହେଉଛି ତୀମଥି କେବଳ ଜଳପାନ କରିବା ଉଚିତ ନୁହେଁ I ସେ ତୀମଥିଙ୍କୁ ଦ୍ରାକ୍ଷାରସ ଔଷଧଭାବରେ ବ୍ୟବହାର କରିବାକୁ କହୁଛନ୍ତି I ସେହି ଅଞ୍ଚଳର ଜଳ ଅନେକ ସମୟରେ ଅସୁସ୍ଥତା ସୃଷ୍ଟି କରୁଥିଲା I (ଦେଖ: rc://*/ta/man/translate/figs-explicit)