or_tn/1ti/05/16.md

1.8 KiB

any believing woman

ଯେ କୌଣସି ଖ୍ରୀଷ୍ଟିଆନ୍ ସ୍ତ୍ରୀଲୋକ କିମ୍ବା “ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଯେ କୌଣସି ସ୍ତ୍ରୀଲୋକ”

has widows

ତାହାର ଆତ୍ମିୟାମାନଙ୍କ ମଧ୍ୟରେ ଯଦି କୌଣସି ବିଧବା ଥାଆନ୍ତି

so that the church will not be weighed down

ସେମାନଙ୍କ ସାମର୍ଥ୍ୟ ବାହାରେ ଅଧିକ ଲୋକଙ୍କୁ ସାହାଯ୍ୟ କରୁଥିବା ସମ୍ପ୍ରଦାୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ପିଠିରେ ଅଧିକ ବୋଝ ଉଠାଉଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ମଣ୍ଡଳୀକୁ ଆପଣା ସାମର୍ଥ୍ୟ ବାହାରେ ଅଧିକ କାର୍ଯ୍ୟ କରିବାକୁ ନ ପଡ଼େ” କିମ୍ବା “ଯେପରି ଖ୍ରୀଷ୍ଟିୟ ସମ୍ପ୍ରଦାୟକୁ ସେହି ବିଧବାମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ ନାହିଁ ଯେଉଁମାନଙ୍କର ପରିବାର ସେମାନଙ୍କର ଯତ୍ନ ନେବାକୁ ସମର୍ଥ ଥିବେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

real widows

ଯେଉଁ ସ୍ତ୍ରୀଲୋକମାନଙ୍କର ଯତ୍ନ ନେବାପାଇଁ କେହି ନାହିଁ