or_tn/1ti/05/12.md

753 B

revoke their first commitment

ସେମାନଙ୍କର ପୂର୍ବ ପ୍ରତିଜ୍ଞାକୁ ରକ୍ଷା କରନ୍ତି ନାହିଁ କିମ୍ବା “ସେମାନେ ଯାହା ପୂର୍ବରୁ ପ୍ରତିଜ୍ଞା କରିଥିଲେ, ତାହା କରନ୍ତି ନାହିଁ”

commitment

ଖ୍ରୀଷ୍ଟିୟ ସମ୍ପ୍ରଦାୟ ସେମାନଙ୍କ ପ୍ରୟୋଜନୀୟ ବିଷୟ ଯୋଗାଇଲେ, ସେମାନେ ସେମାନଙ୍କ ଅବଶିଷ୍ଟ ଜୀବନ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ କଟାଇବା ହେଉଛି ବିଧମାନଙ୍କର ପ୍ରତିଜ୍ଞା I