or_tn/1ti/05/02.md

12 lines
974 B
Markdown

# as mothers ... as sisters
ପାଉଲ ଏହି ଉପମାଗୁଡିକ ବ୍ୟବହାରକରି ତୀମଥିଙ୍କୁ କହୁଛନ୍ତି ଯେ ସେ ସହବିଶ୍ବାସୀମାନଙ୍କୁ ନିଷ୍କପଟ ପ୍ରେମ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ I (ଦେଖ: [[rc://*/ta/man/translate/figs-simile]])
# younger women
ବୁଝିହେଉଥିବା ସୂଚନାକୁ ତୁମେ ସ୍ପଷ୍ଟଭାବରେ କହି ପାରିବ I ବିକଳ୍ପ ଅନୁବାଦ: “ଯୁବତୀମାନଙ୍କୁ ଉପଦେଶ ଦିଅ” କିମ୍ବା “ଯୁବତୀମାନଙ୍କୁ ଉତ୍ସାହ ଦିଅ” (ଦେଖ: [[rc://*/ta/man/translate/figs-ellipsis]])
# in all purity
ଶୁଦ୍ଧ ଚିନ୍ତା ଓ କାର୍ଯ୍ୟ ଦ୍ବାରା କିମ୍ବା “ପବିତ୍ର ଭାବରେ”