or_tn/1ti/04/04.md

1.1 KiB

everything created by God is good

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସୃଷ୍ଟି କରିଥିବା ସମସ୍ତ ବିଷୟ ଉତ୍ତମ ଅଟେ” (ଦେଖ: rc://*/ta/man/translate/figs-activepassive)

Nothing that we take with thanksgiving is to be rejected

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁସମସ୍ତ ବିଷୟପାଇଁ ଆମ୍ଭେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଉ, ସେସବୁକୁ ଆମ୍ଭେମାନେ ମନା କରିବା ଉଚିତ ନୁହେଁ” କିମ୍ବା “ଆମ୍ଭେମାନେ ଧନ୍ୟବାଦ ସହ ଭୋଜନ କରୁଥିବା ସମସ୍ତ ବିଷୟ ଗ୍ରହଣଯୋଗ୍ୟ ଅଟେ” (ଦେଖ: rc://*/ta/man/translate/figs-activepassive)