or_tn/1ti/04/01.md

2.1 KiB
Raw Permalink Blame History

Connecting Statement:

ପାଉଲ ତୀମଥିଙ୍କୁ କହୁଛନ୍ତି ଯେ ଯାହା ଆତ୍ମା କହୁଛନ୍ତି, ତାହା ଘଟିବ ଓ ସେ କଅଣ ଶିକ୍ଷାଦେବା ଉଚିତ, ସେ ବିଷୟରେ ତାହାଙ୍କୁ ଉତ୍ସାହ ଦେଉଛନ୍ତି I

Now

ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ପାଉଲ ଶିକ୍ଷାର ଗୋଟିଏ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I

in later times

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ପାଉଲଙ୍କ ମୃତ୍ୟୁପରର ସମୟକୁ ବୁଝାଏ କିମ୍ବା ) ଏହା ପାଉଲଙ୍କ ଜୀବନର ଶେଷ ପର୍ଯ୍ୟାୟର ସମୟକୁ ବୁଝାଏ I

leave the faith

ପାଉଲ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ବନ୍ଦ କରିଦେଇଥବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ଗୋଟିଏ ସ୍ଥାନ ବା ପଦାର୍ଥକୁ ଛାଡିଦେଉଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସ କରିବା ପରିତ୍ୟାଗ କରିବେ” (ଦେଖ: rc://*/ta/man/translate/figs-metaphor)

and pay attention

ଆଉ ମନଯୋଗ କରିବେ କିମ୍ବା “କାରଣ ସେମାନେ ଧ୍ୟାନ ଦେଉଛନ୍ତି”

deceitful spirits and the teachings of demons

ଆତ୍ମାମାନେ ଯେଉଁମାନେ ଲୋକମାନଙ୍କୁ ଭ୍ରାନ୍ତିରେ ପକାନ୍ତି ଓ ସେହି ସବୁ ବିଷୟ ଯାହା ଭୂତମାନେ ଶିକ୍ଷା ଦିଅନ୍ତି