or_tn/1ti/03/15.md

3.8 KiB
Raw Permalink Blame History

But if I delay

କିନ୍ତୁ ଯଦି ମୁଁ ସେଠାକୁ ଶୀଘ୍ର ଯାଇ ପାରିବି ନାହିଁ କିମ୍ବା “କିନ୍ତୁ ଯଦି ମୋତେ ସେଠାରେ ଶୀଘ୍ର ପହଞ୍ଚିବାପାଇଁ କୌଣସି ବିଷୟ ଅଟକାଏ”

so that you may know how to behave in the household of God

ପାଉଲ ବିଶ୍ବାସୀମାନଙ୍କ ଦଳ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପରିବାର I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ କେବଳ ମଣ୍ଡଳୀରେ ତୀମଥିଙ୍କ ବ୍ୟବହାରକୁ ଉଲ୍ଲେଖ କରୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଈଶ୍ବରଙ୍କ ପରିବାରର ଜଣେ ସଦସ୍ୟଭାବରେ କିପରି ଆଚରଣ କରିବାକୁ ହୁଏ, ଜାଣିପାରିବ” କିମ୍ବା ) ପାଉଲ ସାଧାରଣଭାବରେ ସମସ୍ତ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମେ ସମସ୍ତେ ଜାଣିପାରିବ ଯେ ଈଶ୍ବରଙ୍କ ପରିବାରର ସଦସ୍ୟଭାବରେ କିପରି ଆଚରଣ କରିବାକୁ ହୁଏ” (ଦେଖ: rc://*/ta/man/translate/figs-metaphor)

household of God, which is the church of the living God

ଈଶ୍ବରଙ୍କ ଗୃହ ଅର୍ଥାତ୍ ମଣ୍ଡଳୀ ଓ ଯାହା ମଣ୍ଡଳୀ ନୁହେଁ, ତହିଁ ମଧ୍ୟରେ ଥିବା ପାର୍ଥକ୍ୟକୁ ନ ଦର୍ଶାଇ ଏହି ବାକ୍ୟାଂଶଟି ଆମ୍ଭମାନଙ୍କୁ “ଈଶ୍ବରଙ୍କ ଗୃହ” ବିଷୟରେ ସୂଚନା ଦିଏ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଗୃହ I ଯେଉଁମାନେ ଈଶ୍ବରଙ୍କ ପରିବାରର ଅଟନ୍ତି, ସେମାନେ ଜୀବିତ ଈଶ୍ବରଙ୍କ ବିଶ୍ବାସୀମାନଙ୍କ ସମ୍ପ୍ରଦାୟର ଅଟନ୍ତି” (ଦେଖ: rc://*/ta/man/translate/figs-distinguish)

which is the church of the living God, the pillar and support of the truth

ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ପ୍ରତି ସାକ୍ଷ୍ୟ ବହନ କରୁଥିବା ବିଶ୍ବାସୀମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ସ୍ତମ୍ଭ ଓ ଭିତ୍ତିମୂଳ ସ୍ବରୂପେ ଗୃହକୁ ଧରିରଖିଛନ୍ତି I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଜୀବିତ ଈଶ୍ବରଙ୍କ ମଣ୍ଡଳୀ I ଆଉ, ଈଶ୍ବରଙ୍କ ସତ୍ୟକୁ ପାଳନକରି ଓ ଶିକ୍ଷାଦେଇ, ଗୋଟିଏ ସ୍ତମ୍ଭ ଓ ଭିତ୍ତିମୂଳ ଯେପରି ଗୃହକୁ ଧରିରଖେ, ସେପରି ଏହି ସଦସ୍ୟମାନେ ସତ୍ୟକୁ ଧରିରଖନ୍ତି I (ଦେଖ: rc://*/ta/man/translate/figs-metaphor)

the living God

ଯେପରି USTରେ ଲେଖାଅଛି, ସେପରି ଏଠାରେ ଏହି ଭାବଟି ବୋଧହୁଏ ଈଶ୍ବରଙ୍କ ବିଷୟରେ କହୁଛି ଯେ ସେ ସମସ୍ତଙ୍କୁ ଜୀବନ ଦିଅନ୍ତି I