or_tn/1ti/03/13.md

1.2 KiB
Raw Permalink Blame History

For those

ସେହି ସେବକମାନଙ୍କ ନିମନ୍ତେ କିମ୍ବା “ସେହି ମଣ୍ଡଳୀର ନେତାମାନଙ୍କ ନିମନ୍ତେ”

acquire for themselves

ଆପଣା ଆପଣା ନିମନ୍ତେ ପାଇବେ କିମ୍ବା “ଆପଣା ଆପଣା ନିମନ୍ତେ ଲାଭ କରିବେ”

a good standing

ଏହି ଅନ୍ତର୍ନିହିତ ଅର୍ଥକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ସୁଖ୍ୟାତି” (ଦେଖ: rc://*/ta/man/translate/figs-explicit)

great confidence in the faith that is in Christ Jesus

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ଆହୁରି ଅଧିକ ଦୃଢ଼ବିଶ୍ବାସର ସହ ଯୀଶୁଙ୍କଠାରେ ଭରସା କରିବେ କିମ୍ବା ) ସେମାନେ ଯୀଶୁଙ୍କଠାରେ ଥିବା ସେମାନଙ୍କ ବିଶ୍ବାସ ବିଷୟରେ ଅନ୍ୟମାନଙ୍କୁ ଦୃଢ଼ବିଶ୍ବାସର ସହ କହିବେ I