or_tn/1ti/03/10.md

993 B

They should also be approved first

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନେ ସେମାନଙ୍କୁ ପ୍ରଥମେ ଗ୍ରହଣ କରିବା ଆବଶ୍ୟକ” ""ସେମାନେ ପ୍ରଥମେ ନିଜକୁ ପ୍ରମାଣିତ କରିବା ଆବଶ୍ୟକ"" (ଦେଖ: rc://*/ta/man/translate/figs-activepassive)

be approved

ଏହାର ଅର୍ଥ ହେଉଛି ଯେ ଯେଉଁମାନେ ସେବକ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଅନ୍ୟ ବିଶ୍ବାସୀମାନେ ମୂଲ୍ୟାଙ୍କନ କରି ସେମାନେ ମଣ୍ଡଳୀରେ ସେବା କରିବା ନିମନ୍ତେ ଯୋଗ୍ୟ କି ନୁହନ୍ତି, ତାହା ନିରୂପଣ କରିବା ଉଚିତ I