or_tn/1ti/03/08.md

1.2 KiB

Connecting Statement:

ମଣ୍ଡଳୀରେ ସେବକଗଣ ଓ ସେମାନଙ୍କର ସ୍ତ୍ରୀମାନେ କିପରି କାର୍ଯ୍ୟ କରିବା ଉଚିତ ଓ କିପରି ହେବା ଉଚିତ, ସେ ବିଷୟରେ ପାଉଲ କେତେକ ବିଶେଷ ଶିକ୍ଷା ଦେଉଛନ୍ତି I

Deacons, likewise

ଅଧ୍ୟକ୍ଷଙ୍କ ସଦୃଶ ସେବକଗଣ

should be dignified, not double-talkers

ପାଉଲ ଏହି ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ “ଦୁଇ ପ୍ରକାର କଥା କହିବା ଲୋକ” କିମ୍ବା ଏକ ସମୟରେ ଦୁଇଟି ବିଷୟ କହନ୍ତି I ସେ କହିବାର ଅର୍ଥ ହେଉଛି ଯେ ସେହି ଲୋକଟି ଗୋଟିଏ କଥା କହୁଛି, କିନ୍ତୁ ତା’ର ଆଉ କିଛି ଅର୍ଥ ଅଛି I ବିକଳ୍ପ ଅନୁବାଦ: “ଗମ୍ଭୀର ବ୍ୟବହାର କରି ଏକ ଅର୍ଥରେ ଏକ କଥା କହିବା ଉଚିତ” (ଦେଖ: rc://*/ta/man/translate/figs-metaphor)