or_tn/1ti/02/13.md

875 B

Adam was formed first

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆଦମଙ୍କୁ ପ୍ରଥମେ ନିର୍ମାଣ କଲେ” କିମ୍ବା “ଈଶ୍ବର ଆଦମଙ୍କୁ ପ୍ରଥମେ ସୃଷ୍ଟି କଲେ” (ଦେଖ: rc://*/ta/man/translate/figs-activepassive)

then Eve

ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ତା’ପରେ ଈଶ୍ବର ହବାଙ୍କୁ ନିର୍ମାଣ କଲେ” କିମ୍ବା “ଆଉ ତା’ପରେ ଈଶ୍ବର ହବାଙ୍କୁ ସୃଷ୍ଟି କଲେ” (ଦେଖ: rc://*/ta/man/translate/figs-ellipsis)