or_tn/1ti/02/08.md

1.4 KiB

Connecting Statement:

ପାଉଲ ପ୍ରାର୍ଥନା ଉପରେ ଆପଣାର ଶିକ୍ଷା ସମାପ୍ତ କଲାପରେ ସ୍ତ୍ରୀଲୋକମାନଙ୍କ ନିମନ୍ତେ କେତେକ ବିଶେଷ ପରାମର୍ଶ ଦେଉଛନ୍ତି I

I want men in every place to pray and to lift up holy hands

ଏଠାରେ “ଶୁଚି ହସ୍ତ”ର ଅର୍ଥ ହେଉଛି ସମ୍ପୂର୍ଣ୍ଣ ବ୍ୟକ୍ତି ଜଣକ ଶୁଚି I ବିକଳ୍ପ ଅନୁବାଦ: “ମୁଁ ଚାହେଁ ପବିତ୍ର ପୁରୁଷମାନେ ପ୍ରତ୍ୟେକ ସ୍ଥାନରେ ଆପଣା ଆପଣା ହସ୍ତ ଉଠାଇ ପ୍ରାର୍ଥନା କରନ୍ତୁ” (ଦେଖ: rc://*/ta/man/translate/figs-metonymy)

men in every place

ପୁରୁଷମାନେ ସବୁ ସ୍ଥାନରେ କିମ୍ବା “ପୁରୁଷମାନେ ପ୍ରତ୍ୟେକ ସ୍ଥାନରେ I” ଏଠାରେ “ପୁରୁଷମାନେ” ନିର୍ଦ୍ଧିଷ୍ଟ ଭାବରେ ପୁରୁଷ ଲୋକମାନଙ୍କୁ ବୁଝାଏ I

lift up holy hands

ପ୍ରାର୍ଥନା କରିବା ସମୟରେ ଲୋକମାନେ ହସ୍ତ ଉଠାଇବା ଏକ ସାଧାରଣ ଅଙ୍ଗଭଙ୍ଗୀ ଅଟେ I