or_tn/1ti/02/05.md

688 B

one mediator for God and man

ଜଣେ ମଧ୍ୟସ୍ଥି ହେଉଛନ୍ତି ଏପରି ଏକ ବ୍ୟକ୍ତି, ଯେ କି ପରସ୍ପର ସହିତ ଏକମତ ହୋଇପାରୁ ନ ଥିବା ଦୁଇ ପକ୍ଷ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ରାଜିନାମା ଆଣିବାରେ ସାହାଯ୍ୟ କରନ୍ତି I ଏଠାରେ ଯୀଶୁ ପାପୀମାନଙ୍କୁ ଈଶ୍ବରଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ସମ୍ପର୍କରେ ପ୍ରବେଶ କରିବା ନିମନ୍ତେ ସାହାଯ୍ୟ କରନ୍ତି I