or_tn/1ti/02/04.md

1.1 KiB

He desires all people to be saved and to come to the knowledge of the truth

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସମସ୍ତଲୋକଙ୍କୁ ପରିତ୍ରାଣ କରିବାକୁ ଓ ସେମାନେ ସତ୍ୟ ଜ୍ଞାନ ନିକଟକୁ ଆସନ୍ତୁ ବୋଲି ଚାହାନ୍ତି I (ଦେଖ: rc://*/ta/man/translate/figs-activepassive)

to come to the knowledge of the truth

ପାଉଲ ଈଶ୍ବରଙ୍କ ବିଷୟରେ ସତ୍ୟତା ଶିକ୍ଷାକରିବା ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠିକି ଲୋକମାନଙ୍କୁ ଅଣାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ସତ୍ୟ, ତାହା ଜାଣିବା ଓ ଗ୍ରହଣ କରିବା ନିମନ୍ତେ” (ଦେଖ: rc://*/ta/man/translate/figs-metaphor)