or_tn/1ti/01/17.md

1.3 KiB

Now ... Amen

ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ “ବର୍ତ୍ତମାନ” ଶବ୍ଦଟି ବ୍ୟବହାର କରାଯାଇଛି I ଏଠାରେ ପାଉଲ ଈଶ୍ବରଙ୍କର ପ୍ରଶଂସା କରୁଛନ୍ତି I

the king of the ages

ଅନନ୍ତକାଳୀନ ରାଜା କିମ୍ବା “ଅନନ୍ତକାଳପାଇଁ ମୁଖ୍ୟ ଶାସନକର୍ତ୍ତା”

Now to the king of the ages, the immortal, invisible, the only God, be honor and glory forever and ever

ଗୁଣବାଚକ ବିଶେଷ୍ୟ “ସମ୍ଭ୍ରମ” ଓ “ଗୌରବ”କୁ କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ଲୋକମାନେ ସେହି ଅନନ୍ତକାଳୀନ ରାଜାଙ୍କର, ଅର୍ଥାତ୍ ଯେ କି ଅକ୍ଷୟ, ଅଦୃଶ୍ୟ ଓ ଏକମାତ୍ର ଈଶ୍ବର, ତାହାଙ୍କର ସମ୍ଭ୍ରମ ଓ ଗୌରବ ସଦା ସର୍ବଦା କରନ୍ତୁ” (ଦେଖ: rc://*/ta/man/translate/figs-abstractnouns)