or_tn/1th/05/23.md

1.3 KiB

make you completely holy

ଏହା ଈଶ୍ବର ଆପଣା ଦୃଷ୍ଟିରେ ଜଣେ ବ୍ୟକ୍ତିକୁ ପାପଶୁନ୍ୟ ଓ ସିଦ୍ଧ କରିବା ବିଷୟକୁ ବୁଝାଏ I

May your whole spirit, soul, and body be preserved without blame

ଏଠାରେ “ଆତ୍ମା, ପ୍ରାଣ ଓ ଶରୀର” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ଯଦି ତୁମ ଭାଷାରେ ଏହି ତିନୋଟି ଅଂଶପାଇଁ ତିନୋଟି ଶବ୍ଦ ନାହିଁ, ତେବେ ତୁମେ ଏହାକୁ “ତୁମର ସମ୍ପୂର୍ଣ୍ଣ ଜୀବନ” କିମ୍ବା “ତୁମେ” ବୋଲି କହିପାରିବ I ଏହାକୁ ଗୋଟିଏ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ସମ୍ପୂର୍ଣ୍ଣ ଜୀବନକୁ ପାପଶୂନ୍ୟ କରନ୍ତୁ” କିମ୍ବା ଈଶ୍ବର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବରେ ନିର୍ଦ୍ଦୋଷକରି ରକ୍ଷା କରନ୍ତୁ” (ଦେଖ: rc://*/ta/man/translate/figs-activepassive)