or_tn/1th/05/08.md

2.5 KiB

General Information:

୮-୧୦ ପଦରେ ଥିବା “ଆମ୍ଭେମାନେ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

we belong to the day

ପାଉଲ ଈଶ୍ବରଙ୍କ ବିଷୟରେ ସତ୍ୟତାକୁ ଜାଣିବା ବିଷୟକୁ ଦିବସର ଲୋକ ଭାବରେ କହନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସତ୍ୟକୁ ଜାଣୁ” କିମ୍ବା “ଆମ୍ଭେମାନେ ସତ୍ୟର ଆଲୋକ ପ୍ରାପ୍ତ ହୋଇଅଛୁ” (ଦେଖ: rc://*/ta/man/translate/figs-metaphor)

we must stay sober

ପାଉଲ ସଚେତନ ହୋଇ ରହିବା ବିଷୟକୁ ଆତ୍ମସଂଯମ ରକ୍ଷା କରିବା ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଆତ୍ମସଂଯମ ରକ୍ଷା କରୁ” (ଦେଖ: rc://*/ta/man/translate/figs-metaphor)

put on faith and love as a breastplate

ଯେପରି ଜଣେ ସୈନିକ ଆପଣା ଶରୀରର ସୁରକ୍ଷା କରିବାକୁ ଉରସ୍ତ୍ରାଣ ପରିଧାନ କରେ, ସେପରି ବିଶ୍ବାସ ଓ ପ୍ରେମରେ ଜୀବନ କାଟୁଥିବା ଜଣେ ବିଶ୍ବାସୀ ସୁରକ୍ଷା ପାଇବ I ବିକଳ୍ପ ଅନୁବାଦ: “ବିଶ୍ବାସ ଓ ପ୍ରେମରେ ଆପଣା ଆପଣାକୁ ସୁରକ୍ଷା କରୁ” କିମ୍ବା “ଖ୍ରୀଷ୍ଟଙ୍କଠାରେ ଭରସା ରଖି ଓ ତାହାଙ୍କୁ ପ୍ରେମ କରି ଆପଣା ଆପଣାକୁ ସୁରକ୍ଷା କରୁ” (ଦେଖ: rc://*/ta/man/translate/figs-metaphor)

the hope of salvation for our helmet

ଗୋଟିଏ ଶିରସ୍ତ୍ରାଣ ଯେପରି ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ପରିତ୍ରାଣର ନିଶ୍ଚୟତା ବିଶ୍ବାସୀକୁ ସୁରକ୍ଷା ଦିଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆମ୍ଭମାନଙ୍କୁ ପରିତ୍ରାଣ କରିବେ ବୋଲି ନିଶ୍ଚିତ ହୋଇ ଆପଣା ଆପଣାକୁ ସୁରକ୍ଷା କରୁ” (ଦେଖ: rc://*/ta/man/translate/figs-metaphor)