or_tn/1th/05/07.md

944 B

For those who sleep do so at night

ଯେପରି ଲୋକମାନେ ନିଦ୍ରାଯିବା ସମୟରେ କଅଣ ଘଟୁଅଛି ଜାଣନ୍ତି ନାହିଁ, ସେପରି ଏହି ଜଗତର ଲୋକମାନେ ଜାଣନ୍ତି ନାହିଁ ଯେ ଖ୍ରୀଷ୍ଟ ପୁନରାଗମନ କରିବେ I (ଦେଖ: rc://*/ta/man/translate/figs-metaphor)

those who get drunk do so at night

ପାଉଲ କହୁଛନ୍ତି ଯେ ରାତ୍ରିରେ ଲୋକମାନେ ମାତାଲ୍ ହୁଅନ୍ତି, ସେପରି ଯେତେବେଳେ ଲୋକମାନେ ଖ୍ରୀଷ୍ଟଙ୍କର ପୁନରାଗମନ ସମ୍ବନ୍ଧରେ ଅଜ୍ଞ ହୋଇଥାନ୍ତି, ସେମାନେ ଏକ ଆତ୍ମସଂଯମର ଜୀବନ କାଟନ୍ତି ନାହିଁ I (ଦେଖ: rc://*/ta/man/translate/figs-metaphor)