or_tn/1th/05/06.md

1011 B

let us not sleep as the rest do

ପାଉଲ ଆତ୍ମିକ ଅସଚେତନତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ନିଦ୍ରା I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅନ୍ୟମାନଙ୍କ ସଦୃଶ ନ ହେଉ, ଯେଉଁମାନେ ଜାଣନ୍ତି ନାହିଁ ଯେ ଯୀଶୁ ପୁନରାଗମନ କରୁଛନ୍ତି” (ଦେଖ: rc://*/ta/man/translate/figs-metaphor)

let us

“ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

keep watch and be sober

ପାଉଲ ଆତ୍ମିକ ସଚେତନତା ବିଷୟରେ କହନ୍ତି ଯେ ଏହା ନିଦ୍ରା ଓ ମାତାଲ୍ ହେବାର ବିପରୀତ ବିଷୟ I (ଦେଖ: rc://*/ta/man/translate/figs-metaphor)