or_tn/1th/05/05.md

1.1 KiB

For you are all sons of the light and sons of the day

ପାଉଲ ସତ୍ୟତା ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଆଲୋକ ଓ ଦିବସ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଆଲୋକରେ ବାସ କରୁଥିବା ଲୋକମାନଙ୍କ ସଦୃଶ, ଦିବସର ଲୋକମାନଙ୍କ ସଦୃଶ ସତ୍ୟକୁ ଜାଣିଅଛ” (ଦେଖ: rc://*/ta/man/translate/figs-metaphor)

We are not sons of the night or the darkness

ପାଉଲ ମନ୍ଦତା ଓ ଈଶ୍ବରଙ୍କ ବିଷୟରେ ଅଜ୍ଞତା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଅନ୍ଧକାର I ବିକଳ୍ପ ଅନୁବାଦ: “ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ସଦୃଶ, ରାତ୍ରିର ଲୋକମାନଙ୍କ ସଦୃଶ ଆମ୍ଭେମାନେ ଅଜ୍ଞ ନୋହୁଁ” (ଦେଖ: rc://*/ta/man/translate/figs-metaphor)